or_tn/luk/04/21.md

8 lines
1.0 KiB
Markdown

# this scripture has been fulfilled in your hearing
ଯୀଶୁ କହୁଥିଲେ ଯେ ସେ ଆପଣା କାର୍ଯ୍ୟଗୁଡିକ ଓ ବାକ୍ୟ ଦ୍ୱାରା ସେହି ଭାବବାଣୀକୁ ସେହି ନିର୍ଦ୍ଧିଷ୍ଟ ସମୟରେ ସଫଳ କରୁଛନ୍ତି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋର ବାକ୍ୟ ଶୁଣୁଥିବା ବେଳେ, ମୁଁ ବର୍ତ୍ତମାନ ଏହି ଶାସ୍ତ୍ର ବାକ୍ୟରେ ଯାହାସବୁ କୁହାଯାଇଛି ସେଗୁଡ଼ିକୁ ସଫଳ କରୁଛି” (ଦେଖ: [[rc://*/ta/man/translate/figs-activepassive]] )
# in your hearing
ଏହି ଋଢ଼ିର ଅର୍ଥ “ଯେତେବେଳେ ତୁମ୍ଭେମାନେ ମୋର ବାକ୍ୟ ଶୁଣୁଛ"" (ଦେଖ: [[rc://*/ta/man/translate/figs-idiom]] )