or_tn/luk/04/20.md

1.0 KiB

he rolled up the scroll

ଏକ ନଳାକାର ପୁସ୍ତକକୁ ଏକ ଟ୍ୟୁବ ଭଳି ଗୁଡାଇ ବନ୍ଦ କରାଯାଏ ଯେପରି ଏହା ଭିତରେ ଥିବା ଲେଖାଗୁଡିକ ସୁରକ୍ଷିତ ରହିବ I

the attendant

ଏହା ସମାଜଗୃହର ଏକ କାର୍ଯ୍ୟକାରୀକୁ ସୂଚାଏ ଯିଏ ଶାସ୍ତ୍ର ବାକ୍ୟସବୁ ଧାରଣ କରିଥିବା ନଳାକାର ପୁସ୍ତକକୁ ଉପଯୁକ୍ତ ଯତ୍ନ ଓ ସମ୍ମାନ ସହିତ ବାହାରକୁ ଆଣିବା ଓ ଭିତରେ ସାଇତି ରଖିବା କାର୍ଯ୍ୟ କରିଥାଏ I

were fixed on him

ଏହି ଋଢ଼ିର ଅର୍ଥ “ତାଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କଲେ” ବା “ତାଙ୍କ ଆଡକୁ ଅପଲକରେ ଚାହିଁ ରହିଲେ” (ଦେଖ: rc://*/ta/man/translate/figs-idiom )