or_tn/luk/04/14.md

2.1 KiB

Connecting Statement:

ଯୀଶୁ ଗାଲିଲୀକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସମାଜଗୃହମାନଙ୍କରେ ଶିକ୍ଷା ଦିଅନ୍ତି, ଏବଂ ସେଠାରେ ଲୋକମାନଙ୍କୁ କହନ୍ତି ଯେ ସେ ଯିଶାଇୟ ଭବିଷ୍ୟଦବକ୍ତାଙ୍କ ଶାସ୍ତ୍ର ସଫଳ କରୁଛନ୍ତି I

Then Jesus returned

କାହାଣୀରେ ଏହା ଏକ ନୂତନ ଘଟଣା ଆରମ୍ଭ କରେ I (ଦେଖ: rc://*/ta/man/translate/writing-newevent )

in the power of the Spirit

ଏବଂ ପବିତ୍ରଆତ୍ମା ତାଙ୍କୁ ଶକ୍ତି ପ୍ରଦାନ କରୁଥିଲେ I ଯୀଶୁଙ୍କ ସହିତ ଈଶ୍ୱର ଏକ ବିଶେଷ ପ୍ରକାରେ ରହିଥିଲେ, ମନୁଷ୍ୟମାନେ ସାଧାରଣତଃ ଯାହା କରି ପାରନ୍ତି ନାହିଁ ତାହା କରିବା ପାଇଁ ତାଙ୍କୁ ସକ୍ଷମ କରୁଥିଲେ I

news about him spread

ଲୋକମାନେ ଯୀଶୁଙ୍କ ସମ୍ପର୍କୀୟ ସମ୍ବାଦ ବିସ୍ତାର କଲେ ବା “ଯୀଶୁଙ୍କ ସମ୍ପର୍କରେ ଲୋକମାନେ ଅନ୍ୟ ଲୋକମାନଙ୍କୁ କହିଲେ” ବା “ତାଙ୍କ ସମ୍ପର୍କୀୟ ଜ୍ଞାନ ଜଣକଠାରୁ ଅନ୍ୟ ଜଣକ ନିକଟରେ ପ୍ରସାରିତ ହେଲା I” ଯେଉଁମାନେ ଯୀଶୁଙ୍କ କଥା ଶୁଣିଲେ ସେମାନେ ଅନ୍ୟ ଲୋକମାନଙ୍କୁ ତାଙ୍କ ସମ୍ପର୍କରେ କହିଲେ, ଏବଂ ତାହାପରେ ସେହି ଅନ୍ୟ ଲୋକମାନେ ଆହୁରି ଅଧିକ ଅନ୍ୟ ଲୋକମାନଙ୍କୁ ତାଙ୍କ ସମ୍ପର୍କରେ କହିଲେ I

throughout the entire surrounding region

ଏହା ଗାଲିଲୀ ଚାରିପାଖେ ଥିବା ଅଞ୍ଚଳ ବା ସ୍ଥାନଗୁଡିକୁ ସୂଚାଏ I