or_tn/luk/04/13.md

775 B

until an opportune time

ପରବର୍ତ୍ତୀ ସୁଯୋଗ ପର୍ଯ୍ୟନ୍ତ

had finished every temptation

ଏହା ସୂଚାଏ ନାହିଁ ଯେ ଶୟତାନ ଆପଣାର ପରୀକ୍ଷା କରିବାରେ ସଫଳ ହେଲା --- ଯୀଶୁ ପ୍ରତ୍ୟେକ ପ୍ରଚେଷ୍ଟାକୁ ପ୍ରତିରୋଧ କଲେ I ଏହା ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ପାପ କରିବା ନିମନ୍ତେ ପ୍ରବର୍ତ୍ତାଇବା ପ୍ରଚେଷ୍ଟା ଶେଷ କଲା ଉତ୍ତାରେ” (ଦେଖ: rc://*/ta/man/translate/figs-explicit )