or_tn/luk/04/10.md

1.3 KiB

For it is written

ଶୟତାନ ସୂଚାଏ ଯେ ଗୀତସଂହିତାରୁ ତାହାର ଉଦ୍ଧୃତ ପଦର ଅର୍ଥ, ଯଦି ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି ତେବେ ସେ ଆଘାତ ପାଇବେ ନାହିଁ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରଯାଇପାରିବ, ଯେପରି UST କରେ I ବିକଳ୍ପ ଅନୁବାଦ: “ ତୁମେ ଆଘାତ ପାଇବ ନାହିଁ, କାରଣ ଏହା ଲେଖାଯାଏ” (ଦେଖ: rc://*/ta/man/translate/figs-explicit)

it is written

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲେଖକ ଲେଖିଛନ୍ତି” (ଦେଖ: rc://*/ta/man/translate/figs-activepassive )

He will give orders

ସେ ଈଶ୍ୱରଙ୍କୁ ସୂଚାଏ I ଶୟତାନ ଗୀତସଂହିତାରୁ ଆଂଶିକ ଭାବରେ ଉଦ୍ଧୃତ କରି ଯୀଶୁଙ୍କୁ ପ୍ରାସାଦ ଉପରୁ ଡେଇଁ ପଡିବା ପାଇଁ ପ୍ରବର୍ତ୍ତାଇବା ନିମନ୍ତେ ଚେଷ୍ଟା କଲା I