or_tn/luk/04/08.md

2.6 KiB

It is written

ଶୟତାନ ମାଗୁଥିବା ବିଷୟ ଦେବା ନିମନ୍ତେ ଯୀଶୁ ପ୍ରତ୍ୟାଖ୍ୟାନ କଲେ I ଏହା ଉଲ୍ଲେଖ କରିବା ତୁମର ଶ୍ରୋତାମାନଙ୍କ ନିମନ୍ତେ ସହାୟକ ହେବ I ବିକଳ୍ପ ଅନୁବାଦ: “ନା, ମୁଁ ତୁମକୁ ପ୍ରଣାମ କରିବି ନାହିଁ, କାରଣ ଶାସ୍ତ୍ରରେ ଏହା ଲେଖା ଯାଏ ” (ଦେଖ: rc://*/ta/man/translate/figs-explicit )

answered and said to him

ତାହାକୁ ପ୍ରତ୍ୟୁତ୍ତର ଦେଲେ ବା “ତାହାକୁ ଉତ୍ତର ଦେଲେ ”

It is written

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋଶା ଶାସ୍ତ୍ରରେ ଲେଖିଛନ୍ତି: (ଦେଖ: rc://*/ta/man/translate/figs-activepassive)

You will worship the Lord your God

ଯୀଶୁ କାହିଁକି ଶୟତାନକୁ ପ୍ରଣାମ କରିବେ ନାହିଁ, ତାହା କହିବା ନିମନ୍ତେ ସେ ଶାସ୍ତ୍ରରୁ ଏକ ଆଜ୍ଞା ଉଦ୍ଧୃତ କରୁଥିଲେ I

You will worship

ଏହା ପୁରାତନ ନିୟମରେ ବ୍ୟବସ୍ଥା ଗ୍ରହଣ କରିଥିବା ଲୋକମାନଙ୍କୁ ବୁଝାଏ I ତୁମେ ଏକବଚନ “ତୁମେ” ବ୍ୟବହାର କରିପାରିବ କାରଣ ପ୍ରତ୍ୟେକ ବ୍ୟକ୍ତିକୁ ଏହା ପାଳନ କରିବାକୁ ହେବ, ବା ତୁମେ ଏହାର ବହୁବଚନ “ତୁମ୍ଭେମାନେ” ବ୍ୟବହାର କରିପାରିବ, କାରଣ ସମସ୍ତ ଲୋକମାନଙ୍କୁ ଏହା ପାଳନ କରିବାକୁ ହେବ I (ଦେଖ: rc://*/ta/man/translate/figs-you )

him

ଏହି “ତାହାଙ୍କର” ଶବ୍ଦ ପ୍ରଭୁ ଈଶ୍ୱରଙ୍କୁ ସୂଚାଇ ଥାଏ I

proclaim freedom to the captives

ବନ୍ଦୀଲୋକମାନଙ୍କୁ ସେମାନଙ୍କର ମୁକ୍ତି ଘୋଷଣା କରିବା, ଯେଉଁ ଲୋକମାନେ ବନ୍ଦୀ ଭାବରେ ରଖାଯାଇଛନ୍ତି ଯେପରି ସେମାନେ ମୁକ୍ତ ହୋଇ ପାରିବେ” ବା “ଯୁଦ୍ଧରେ ହୋଇଥିବା ବନ୍ଦୀମାନଙ୍କୁ ମୁକ୍ତ କରିବା”