or_tn/luk/04/06.md

595 B

they have been given to me

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ସାମ୍ଭାବ୍ୟ ଅର୍ଥଗୁଡିକ ଯେ “ଏସମସ୍ତ” 1) ରାଜ୍ୟର କ୍ଷମତା ଏବଂ ବୈଭବକୁ କିମ୍ବା 2) ରାଜ୍ୟଗୁଡିକୁ ସୂଚାଏ I ବିକଳ୍ପ ଅନୁବାଦ: “ଈଶ୍ୱର ଏସମସ୍ତ ମୋତେ ଦେଇଛନ୍ତି” (ଦେଖ: [[rc:///ta/man/translate/figs-explicit]] ଏବଂ [[rc:///ta/man/translate/figs-activepassive]])