or_tn/luk/04/03.md

8 lines
689 B
Markdown

# If you are the Son of God
ଶୟତାନ ଯୀଶୁଙ୍କୁ ଏହି ଆଶ୍ଚର୍ଯ୍ୟ କର୍ମ କରିବା ନିମନ୍ତେ ଆହ୍ୱାନ ଦେଲା, ଯେପରି ସେ ପ୍ରମାଣିତ କରିବେ ଯେ ସେ “ଈଶ୍ୱରଙ୍କ ପୁତ୍ର” ଅଟନ୍ତି (ଦେଖ: [[rc://*/ta/man/translate/guidelines-sonofgodprinciples]] )
# this stone
ଶୟତାନ ହୁଏତ ଆପଣା ହାତରେ ଏକ ପ୍ରସ୍ତର ଧରିଥିଲା କିମ୍ବା ପାଖରେ ଥିବା ଏକ ପ୍ରସ୍ତରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା I