or_tn/luk/03/27.md

838 B

the son of Joanan ... Neri

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: rc://*/ta/man/translate/translate-names )

the son of Salathiel

ଶଅଲଥୀୟେଲ ନାମ ହୁଏତ ଶିଅଲଟିଏଲ୍ ନାମର ବନାନଠାରୁ ଭିନ୍ନ ହୋଇପାରେ (ଯେପରି କେତେକ ଭାଷାନ୍ତରଗୁଡିକରେ ରହିଛି ), କିନ୍ତୁ ଏହାର ଚିହ୍ନଟ କରିବା କଷ୍ଟକର ଅଟେ I