or_tn/luk/03/24.md

2.1 KiB

the son of Matthat, the son of Levi, the son of Melchi, the son of Jannai, the son of Joseph

24 ପଦରେ ""ସେ ଯୋଷେଫଙ୍କର ପୁତ୍ର ଥିଲେ ... ହେଲୀଙ୍କର ପୁତ୍ର ଥିଲେ"" ଏହି ବାକ୍ୟାଂଶ ସହିତ ସେ ତାଙ୍କର ତାଲିକାକୁ ଜାରି ରଖିଛନ୍ତି I ଚିନ୍ତା କର ଯେ ଲୋକମାନେ କିପରି ସାଧାରଣତଃ ତୁମ ଭାଷାରେ ପୂର୍ବପୁରୁଷଙ୍କ ତାଲିକା ରଖୁଥିଲେ I ତୁମେ ସମୁଦାୟ ତାଲିକା ସାରା ସେହି ଶବ୍ଦଗୁଡିକ ବ୍ୟବହାର କରିବା ଉଚିତ I ସାମ୍ଭାବ୍ୟ ଢ଼ାଞ୍ଚାଗୁଡିକ 1) ସେ ପୁତ୍ର ଥିଲେ ... ଯୋଷେଫଙ୍କ, ଏଲୀଙ୍କ ପୁତ୍ର, ଯିଏ ମତଥାତଙ୍କର ପୁତ୍ର, ଯିଏ ଲେବୀଙ୍କର ପୁତ୍ର ଥିଲେ, ସେ ମଲଖୀଙ୍କ ପୁତ୍ର, ଯନ୍ନୟଙ୍କ ପୁତ୍ର, ଯୋଷେଫଙ୍କ ପୁତ୍ର” 2) “ସେ ପୁତ୍ର ଥିଲେ ... ଯୋଷେଫଙ୍କ, ଯୋଷେଫ ଏଲୀଙ୍କ ପୁତ୍ର ଥିଲେ I ଏଲୀ ମତଥାତଙ୍କ ପୁତ୍ର ଥିଲେ I ମତଥାତ୍ ଲେବୀଙ୍କ ପୁତ୍ର ଥିଲେ I ଲେବୀ ମଲଖୀଙ୍କ ପୁତ୍ର ଥିଲେ I ମଲଖୀ ଯନ୍ନୟଙ୍କ ପୁତ୍ର ଥିଲେ I ଯନ୍ନୟ ଯୋଷେଫଙ୍କ ପୁତ୍ର ଥିଲେ” 3) “ଯୋଷେଫ ... ତାଙ୍କର ପିତା ଥିଲେ, ଯୋଷେଫଙ୍କ ପିତା ଏଲୀ ଥିଲେ I ଏଲୀଙ୍କ ପିତା ମତଥାତ ଥିଲେ I ମତଥାତଙ୍କ ପିତା ଲେବୀ ଥିଲେ I ଲେବୀଙ୍କ ପିତା ମଲଖୀ ଥିଲେ I ମଲଖୀଙ୍କ ପିତା ଯନ୍ନୟ ଥିଲେ I ଯନ୍ନୟଙ୍କ ପିତା ଯୋଷେଫ ଥିଲେ” (ଦେଖ: rc://*/ta/man/translate/translate-names )