or_tn/luk/03/23.md

1.1 KiB

General Information:

ଲୂକ ଲୋକଙ୍କ ଧାରଣାନୁସାରେ ଯୀଶୁଙ୍କ ପିତା ଯୋଷେଫଠାରୁ ଆରମ୍ଭ କରି ତାଙ୍କର ପୂର୍ବପୁରୁଷମାନଙ୍କ ତାଲିକା ପ୍ରଦାନ କରନ୍ତି I

Now

ଯୀଶୁଙ୍କ ବୟସ ଏବଂ ପୂର୍ବପୁରୁଷମାନଙ୍କ ବିଷୟରେ କାହାଣୀଠାରୁ ପୃଷ୍ଠଭୂମିର ତଥ୍ୟରେ ଏକ ପରିବର୍ତ୍ତନକୁ ଚିହ୍ନିତ କରିବା ଉଦ୍ଦେଶ୍ୟରେ ଏହି ଶବ୍ଦ ଏଠାରେ ବ୍ୟବହୃତ ହୋଇଛି I (ଦେଖ: rc://*/ta/man/translate/writing-background)

thirty years old

30 ବର୍ଷ ବୟସ (ଦେଖ: rc://*/ta/man/translate/translate-numbers)

He was the son (as it was assumed) of Joseph

ଏହା ଚିନ୍ତା କରାଯାଉଥିଲା ଯେ ସେ ଯୋଷେଫଙ୍କ ପୁତ୍ର ଥିଲେ ବା “ଲୋକମାନେ ଗ୍ରହଣ କଲେ ଯେ ସେ ଯୋଷେଫଙ୍କ ପୁତ୍ର ଥିଲେ”