or_tn/luk/03/22.md

1.3 KiB

the Holy Spirit in bodily form came down on him like a dove

ଶାରୀରିକ ରୂପରେ ପବିତ୍ରଆତ୍ମା ଯୀଶୁଙ୍କ ଉପରକୁ ଏକ କପୋତ ପରି ଓହ୍ଲାଇ ଆସିଲେ I

a voice came from heaven

ଏହି ସ୍ଥାନରେ “ଆକାଶରୁ ଏକ ବାଣୀ ଆସିଲା” ବୋଲି କହିବାର ଅର୍ଥ, ଈଶ୍ୱର ସ୍ୱର୍ଗରୁ କଥା କହୁଥିବା ପୃଥିବୀରେ ଲୋକମାନେ ଶୁଣି ପାରିଲେ I ଏହାକୁ ସ୍ପଷ୍ଟ କରିହେବ ଯେ ଈଶ୍ୱର ଯୀଶୁଙ୍କୁ କଥା କହିଲେ I ବିକଳ୍ପ ଅନୁବାଦ: “ଆକାଶରୁ ଏକ ବାଣୀ ହେଲା” ବା “ସ୍ୱର୍ଗରୁ ଈଶ୍ୱର ଯୀଶୁଙ୍କୁ କଥା କହିଲେ, ଏହା କହି” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-explicit]])

my Son

ଈଶ୍ୱରଙ୍କ ପୁତ୍ର ଶିରୋନାମା ଯୀଶୁଙ୍କ ନିମନ୍ତେ ଏକ ମହତ୍ତ୍ଵପୂର୍ଣ୍ଣ ପଦବୀ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)