or_tn/luk/03/21.md

24 lines
2.6 KiB
Markdown

# General Information:
ପୂର୍ବବର୍ତ୍ତୀ ପଦ କୁହେ ଯେ ହେରୋଦ ଯୋହନଙ୍କୁ କାରାଗାରରେ ପକାଇଲେ I ଏହାକୁ ସ୍ପଷ୍ଟ କରିବା ନିମନ୍ତେ ଏହି ବିଷୟ ସହାୟକ ହୋଇପାରେ ଯେ ଯୋହନ ଗିରଫ ହେବା ପୂର୍ବରୁ ବିବରଣୀଟି 21 ପଦରେ ଆରମ୍ଭ ହେଇଛି I UST ରେ “କିନ୍ତୁ ଯୋହନଙ୍କୁ କାରାରୁଦ୍ଧ କରିବା ପୂର୍ବରୁ” ସହିତ 21 ପଦକୁ ଆରମ୍ଭ କରାଯାଇଛି I” (ଦେଖ: [[rc://*/ta/man/translate/figs-events]])
# Connecting Statement:
ଯୀଶୁ ଆପଣା ବାପ୍ତିସ୍ମ ସହିତ ନିଜର ସେବାକାର୍ଯ୍ୟ ଆରମ୍ଭ କରନ୍ତି I
# Now it came about
ଏହି ପଦ କାହାଣୀରେ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ଯଦି ତୁମ ଭାଷାରେ ଏହା କରିବା ନିମନ୍ତେ କୌଣସି ଉପାୟ ରହିଛି, ତେବେ ତୁମେ ତାହାକୁ ଏହି ସ୍ଥାନରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାରିବ I (ଦେଖ: [[rc://*/ta/man/translate/writing-newevent]] )
# when all the people were baptized
ଯେତେବେଳେ ଯୋହନ ସମସ୍ତ ଲୋକମାନଙ୍କୁ ବାପ୍ତିଜିତ କଲେ I “ସମସ୍ତ ଲୋକ” ଯୋହନଙ୍କ ସହିତ ଉପସ୍ଥିତ ଥିବା ଲୋକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-activepassive]] )
# Jesus also was baptized
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯୋହନ ଯୀଶୁଙ୍କୁ ମଧ୍ୟ ବାପ୍ତିଜିତ କଲେ” (ଦେଖ: [[rc://*/ta/man/translate/figs-activepassive]] )
# the heavens were opened
ଆକାଶ ଉନ୍ମୁକ୍ତ ହେଲା ବା “ଆକାଶ ଖୋଲା ହୋଇଗଲା I” ଏହା ଏକ ସାଧାରଣ ଭାବରେ ମେଘ ମୁକ୍ତ ହୋଇ ଯିବା ବିଷୟଠାରୁ ଅଧିକ ଅଟେ, କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ ଏହାର ଅର୍ଥ କ’ଣ ଅଟେ I ସମ୍ଭବତଃ, ଏହାର ଅର୍ଥ ହୋଇପାରେ ଯେ ଆକାଶରେ ଏକ ଗର୍ତ୍ତ ଦେଖାଗଲା I