or_tn/luk/03/19.md

1.0 KiB

Herod the tetrarch

ହେରୋଦ ଜଣେ ସାମନ୍ତରାଜା ଥିଲେ, ରାଜା ନ ଥିଲେ I ଗାଲୀଲୀ ଅଞ୍ଚଳ ଉପରେ କେବଳ ତାଙ୍କର ଶାସନ ସୀମିତ ଥିଲା I

concerning Herodias, the wife of his brother

ଯେହେତୁ ହେରୋଦ ନିଜର ଭାଇର ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କଲେ I ଏହା ମନ୍ଦ କାର୍ଯ୍ୟ ଥିଲା, କାରଣ ହେରୋଦଙ୍କ ଭାଇ ସେପର୍ଯ୍ୟନ୍ତ ଜୀବିତ ଥିଲେ I ଏହାକୁ ସ୍ପଷ୍ଟ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କ ଭାଇ ବଞ୍ଚିଥିବା ସତ୍ତ୍ୱେ ହେରୋଦ ସେହି ଭାଇର ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିବା ହେତୁ” (ଦେଖ: rc://*/ta/man/translate/figs-explicit)