or_tn/luk/03/17.md

2.4 KiB

His winnowing fork is in his hand

ସେ ଅଗାଡିସବୁ ଉଡାଇବା ନିମନ୍ତେ ଏକ କୁଲା ଧରିଛନ୍ତି କାରଣ ସେ ପ୍ରସ୍ତୁତ ଅଟନ୍ତି I ଯୋହନ କହନ୍ତି ଯେ ଲୋକମାନଙ୍କର ବିଚାର କରିବା ନିମନ୍ତେ ଖ୍ରୀଷ୍ଟ ଆସୁଛନ୍ତି ଠିକ ଯେପରି ଜଣେ କୃଷକ ଶସ୍ୟରୁ ଅଗାଡିଗୁଡିକୁ ପୃଥକ୍ କରିବା ନିମନ୍ତେ ପ୍ରସ୍ତୁତ ଥାଏ I ବିକଳ୍ପ ଅନୁବାଦ: “ସେ ପ୍ରସ୍ତୁତ ରହିଥିବା ଜଣେ କୃଷକ ଭଳି ଲୋକମାନଙ୍କର ବିଚାର କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)

winnowing fork

ଏହା ଗହମକୁ ପବନରେ ଉଡାଇ ଶସ୍ୟରୁ ଅଗାଡିସବୁକୁ ଅଲଗା କରିବା ପାଇଁ ଏକ ଯନ୍ତ୍ର ଅଟେ I ଓଜନିଆ ଶସ୍ୟ ଫେରି ତଳେ ପଡେ ଓ ଅଦରକାରୀ ଅଗାଡିଯାକ ପବନ ଦ୍ୱାରା ଉଡିଯାଏ I ଏହା ଏକ ଲମ୍ବା ବେଣ୍ଟ ଓ ଦୁଇଟି ଗୋଜିଆ କଣ୍ଟା ଥିବା କୃଷି ଉପକରଣ ସଦୃଶ୍ୟ ଅଟେ I

to thoroughly clear off his threshing floor

ଶସ୍ୟ ଅମଳର ଖଳା ଏକ ସ୍ଥାନ ଯେଉଁଠାରେ ଗହମକୁ ଅମଳ କରିବା ନିମନ୍ତେ ପ୍ରସ୍ତୁତ କରିବାକୁ ଗଦାକରି ରଖାଯାଏ I ଖଳାକୁ “ପରିଷ୍କାର କରିବା” ଅର୍ଥ ଗହମକୁ ଉଡାଇବା କାର୍ଯ୍ୟ ସମାପ୍ତ କରିବା ଅଟେ I ବିକଳ୍ପ ଅନୁବାଦ: “ତାଙ୍କର ଶସ୍ୟ ଉଡାଇବା କାର୍ଯ୍ୟ ସମାପ୍ତ କରିବା”

to gather the wheat

ଗହମ ଗ୍ରହଣୀୟ ଫସଲ ଅଟେ ଯାହା ସୁରକ୍ଷିତ ଓ ସଂରକ୍ଷିତ କରାଯାଏ I

he will burn up the chaff

ଅଗାଡିସବୁ କୌଣସି କାର୍ଯ୍ୟ ନିମନ୍ତେ ବ୍ୟବହାରଯୋଗ୍ୟ ନୁହେଁ, ତେଣୁ ଲୋକମାନେ ଏହାକୁ ପୋଡି ପକାନ୍ତି I