or_tn/luk/03/13.md

1.1 KiB

Collect no more money

ଅଧିକ ଅର୍ଥ ନିମନ୍ତେ ମାଗ ନାହିଁ ବା “ଅଧିକ ଅର୍ଥ ଦାବୀ କର ନାହିଁ I” କରଗ୍ରାହୀମାନେ ଆପଣାମାନଙ୍କ ଦ୍ୱାରା ସଂଗ୍ରହ କରିବା ଉଚିତ ପରିମାଣଠାରୁ ଅଧିକ ଅର୍ଥ ସଂଗ୍ରହ କରୁଥିଲେ I ସେପରି କାର୍ଯ୍ୟ ବନ୍ଦ କରିବା ନିମନ୍ତେ ଯୋହନ ସେମାନଙ୍କୁ କହନ୍ତି I

than what you have been ordered to do

ଏହା ସୁପ୍ତ ବା ପ୍ରଚ୍ଛନ୍ନ ଭାବରେ ଦର୍ଶାଏ ଯେ କରଗ୍ରାହୀମାନଙ୍କ ଅଧିକାର ରୋମଠାରୁ ଆସେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସଂଗ୍ରହ କରିବା ପାଇଁ ରୋମୀୟମାନେ ଦେଇଥବା ଅଧିକାରଠାରୁ ଅଧିକ” (ଦେଖ: rc://*/ta/man/translate/figs-activepassive )