or_tn/luk/03/09.md

1.4 KiB

the ax is set against the root of the trees

କୁହ୍ରାଡି ଲାଗି ରହିଛି ଯେପରି ଏହା ବୃକ୍ଷର ମୂଳଗୁଡିକୁ କାଟିପାରିବ; ଏହା ଆରମ୍ଭ ହେବାକୁ ଯାଉଥିବା ଦଣ୍ଡ ନିମନ୍ତେ ଏକ ରୂପକ ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଏଭଳି ଜଣେ ମନୁଷ୍ୟ ସଦୃଶ୍ୟ ଅଟନ୍ତି, ଯିଏ ବୃକ୍ଷଗୁଡିକ ମୂଳରେ କୁହ୍ରାଡି ଲଗାଇଛନ୍ତି” (ଦେଖ: [[rc:///ta/man/translate/figs-activepassive]] ଏବଂ [[rc:///ta/man/translate/figs-metaphor]])

every tree ... is chopped down and thrown into the fire

ଅଗ୍ନି ଏହି ସ୍ଥାନରେ ଦଣ୍ଡ ନିମନ୍ତେ ଏକ ରୂପକ ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେ ପ୍ରତ୍ୟେକ ବୃକ୍ଷକୁ କାଟିପକାନ୍ତି... ଏବଂ ଅଗ୍ନି ମଧ୍ୟକୁ ପକାଇ ଦିଅନ୍ତି” (ଦେଖ: [[rc:///ta/man/translate/figs-activepassive]] ଏବଂ [[rc:///ta/man/translate/figs-metaphor]])