or_tn/luk/03/07.md

2.9 KiB

to be baptized by him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କାରଣ ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେବେ” (ଦେଖ: rc://*/ta/man/translate/figs-activepassive)

You offspring of vipers

ଏହା ଏକ ରୂପକ ଅଟେ I ଏହି ସ୍ଥାନରେ “ବଂଶ” ଅର୍ଥାତ୍ “ସେହି ସ୍ୱଭାବକୁ ଧାରଣ କରିବା I” କାଳସର୍ପଗୁଡିକ ବିଷଧର ସର୍ପ ଅଟନ୍ତି, ଯେଉଁମାନେ ଭୟଙ୍କର ଏବଂ ମନ୍ଦତାକୁ ପ୍ରତିନିଧିତ୍ଵ କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ବିଷଧର ସର୍ପଗୁଡିକ” ବା “ତୁମ୍ଭେମାନେ ବିଷଧର ସର୍ପଗୁଡିକ ପରି ମନ୍ଦ” (ଦେଖ: rc://*/ta/man/translate/figs-metaphor)

Who warned you to run away from the wrath that is coming?

ସେ ପ୍ରକୃତରେ ସେମାନଙ୍କଠାରୁ ଉତ୍ତର ଅପେକ୍ଷା କରୁ ନ ଥିଲେ I ଯୋହନ ଲୋକମାନଙ୍କୁ ଅନୁଯୋଗ କରୁଥିଲେ, କାରଣ ସେମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ସେମାନେ ତାଙ୍କୁ କହୁଥିଲେ, ଯେପରି ଈଶ୍ୱର ସେମାନଙ୍କୁ ଦଣ୍ଡ ଦେବେ ନାହିଁ, କିନ୍ତୁ ସେମାନେ ପାପରୁ ନିବୃତ୍ତ ହେବା ନିମନ୍ତେ ଚାହୁଁ ନ ଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହି ପ୍ରକାରେ ଈଶ୍ୱରଙ୍କ କ୍ରୋଧରୁ ପଳାୟନ କରି ପାରିବ ନାହିଁ” କିମ୍ବା “ତୁମ୍ଭେମାନେ କେବଳ ବାପ୍ତିଜିତ ହେବା ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ନିସ୍ତାର ପାଇ ପାରିବ ନାହିଁ” (ଦେଖ:rc://*/ta/man/translate/figs-rquestion)

from the wrath that is coming

ଏହି ସ୍ଥାନରେ “କ୍ରୋଧ” ଶବ୍ଦ ଈଶ୍ୱରଙ୍କ ଦଣ୍ଡକୁ ସୂଚାଇବା ନିମନ୍ତେ ବ୍ୟବହୃତ ହୋଇଛି କାରଣ ତାହାଙ୍କ କ୍ରୋଧ ଏହା ପୂର୍ବରୁ ଆସିଥାଏ I ବିକଳ୍ପ ଅନୁବାଦ: “ଈଶ୍ୱର ପ୍ରେରଣ କରୁଥିବା ଦଣ୍ଡରୁ” ବା “ଈଶ୍ୱରଙ୍କ କ୍ରୋଧରୁ, ଯାହା ଉପରେ ସେ କାର୍ଯ୍ୟ କରିବାକୁ ଯାଉଛନ୍ତି ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])