or_tn/luk/03/05.md

1.6 KiB

Every valley will be filled ... every mountain and hill will be made low

ଯେତେବେଳେ ଲୋକମାନେ ଆସୁଥିବା ଜଣେ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ପଥ ପ୍ରସ୍ତୁତ କରନ୍ତି, ସେମାନେ ଉଚ୍ଚସ୍ଥଳଗୁଡିକୁ କାଟି ପକାନ୍ତି ଓ ନିମ୍ନ ସ୍ଥାନଗୁଡିକୁ ପୂର୍ଣ୍ଣ କରନ୍ତି, ଯେପରି ପଥ ସମତୁଲ ହେବ I ଏହା ପୂର୍ବବର୍ତ୍ତୀ ପଦରେ ଆରମ୍ଭ ହୋଇଥିବା ରୂପକର ଅଂଶବିଶେଷ ଅଟେ I (ଦେଖ: rc://*/ta/man/translate/figs-metaphor )

Every valley will be filled

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ପଥର ପ୍ରତ୍ୟେକ ନିମ୍ନ ସ୍ଥାନକୁ ପୂର୍ଣ୍ଣ କରିବେ” (ଦେଖ: rc://*/ta/man/translate/figs-activepassive)

every mountain and hill will be made low

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ପ୍ରତ୍ୟେକ ପର୍ବତ ଓ ଉପପର୍ବତକୁ ସମତୁଲ କରିବେ” ବା “ସେମାନେ ପଥରେ ଥିବା ପ୍ରତ୍ୟେକ ଉଚ୍ଚସ୍ଥଳକୁ ହଟାଇ ଦେବେ” (ଦେଖ: rc://*/ta/man/translate/figs-activepassive )