or_tn/luk/03/02.md

1.1 KiB

during the high priesthood of Annas and Caiaphas

ଯେତେବେଳେ ହାନାନ ଓ କୟାଫା ମହାଯାଜକ ଭାବରେ ଏକତ୍ର ସେବାକାର୍ଯ୍ୟ କରୁଥିଲେ I ହାନାନ ମହାଯାଜକ ଥିଲେ, ଏବଂ ଯଦିଓ ତାଙ୍କ ବଦଳରେ ରୋମୀୟମାନେ ତାଙ୍କ ଜୋଇଁ କୟଫାଙ୍କୁ ମହାଯାଜକ ପଦରେ ନିଯୁକ୍ତ କରିଥିଲେ ତଥାପି ଯିହୂଦୀମାନେ ହାନାନଙ୍କୁ ସ୍ୱୀକୃତି ଦେବା ଜାରି ରଖିଥିଲେ I

the word of God came

ଲେଖକ ଈଶ୍ୱରଙ୍କ ସମ୍ବାଦ ସମ୍ପର୍କରେ କହନ୍ତି, ସତେ ଯେପରି ଏହା ଏକ ବ୍ୟକ୍ତି ଯିଏ ଏହାକୁ ଶୁଣୁଥିବା ବ୍ୟକ୍ତିମାନଙ୍କ ଆଡକୁ ଗତି କରୁଛି I ବିକଳ୍ପ ଅନୁବାଦ: “ଈଶ୍ୱର ତାଙ୍କ ସମ୍ବାଦ କହିଲେ” (ଦେଖ: rc://*/ta/man/translate/figs-metaphor)