or_tn/luk/03/01.md

1.0 KiB

General Information:

ଏହି ପଦଗୁଡିକ ଏହା ଜଣାଇବା ନିମନ୍ତେ ପୃଷ୍ଠଭୂମି ଜନିତ ତଥ୍ୟ ପ୍ରଦାନ କରେ ଯେ ଯୀଶୁଙ୍କର ଆତ୍ମୀୟ ଭାଇ ଯୋହନ ସେବାକାର୍ଯ୍ୟ ଆରମ୍ଭ କଲାବେଳେ କ’ଣ ସବୁ ଘଟୁଛି I

Connecting Statement:

ଯେପରି ଭାବବାଦୀ ଯିଶାଇୟ ପୂର୍ବରୁ କହିଥିଲେ, ଯୋହନ ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଆରମ୍ଭ କଲେ I

Philip ... Lysanias

ଏହାସବୁ ଲୋକମାନଙ୍କ ନାମଗୁଡ଼ିକ ଅଟେ I (ଦେଖ: rc://*/ta/man/translate/translate-names)

Ituraea and Trachonitis ... Abilene

ଏହାସବୁ ରାଜ୍ୟକ୍ଷେତ୍ର ବା ପ୍ରଦେଶଗୁଡିକର ନାମ ଅଟେ I (ଦେଖ: rc://*/ta/man/translate/translate-names)