or_tn/luk/02/48.md

1.5 KiB

When they saw him

ଯେତେବେଳେ ମରିୟମ ଓ ଯୋଷେଫ ଯୀଶୁଙ୍କୁ ପାଇଲେ

why have you treated us this way?

ଏହା ଏକ ପରୋକ୍ଷ ଅନୁଯୋଗ ଥିଲା କାରଣ ସେ ଗୃହକୁ ଫେରି ଯିବା ବେଳେ ସେମାନଙ୍କ ସହିତ ଯାଇ ନ ଥିଲେ I ଏହା ତାଙ୍କ ସମ୍ପର୍କରେ ସେମାନଙ୍କୁ ଉଦବିଗ୍ନ କରିଥିଲା I ବିକଳ୍ପ ଅନୁବାଦ: “ତୁମର ଆମ୍ଭମାନଙ୍କ ପ୍ରତି ଏପରି କରିବା ଉଚିତ ନ ଥିଲା !” (ଦେଖ: rc://*/ta/man/translate/figs-rquestion )

Look

ଏକ ନୂତନ ବା ମହତ୍ତ୍ଵପୂର୍ଣ୍ଣ ଘଟଣାର ଆରମ୍ଭକୁ ଦର୍ଶାଇବା ନିମନ୍ତେ ଏହି ଶବ୍ଦ ଅନେକ ସମୟରେ ବ୍ୟବହୃତ ହୋଇଛି I ଏହା ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଥିବା ସ୍ଥାନକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇପାରିବ I ଯଦି ତୁମର ଭାଷାରେ ଏକ ପଦ ରହିଛି ଯାହା ଏଭଳି ଭାବରେ ବ୍ୟବହୃତ ହୋଇଛି, ତେବେ ବିଚାର କର ଯେ ତାକୁ ଏଠାରେ ବ୍ୟବହାର କରିବା ସ୍ୱାଭାବିକ ହେବ ନା ନାହିଁ I