or_tn/luk/02/39.md

12 lines
1.2 KiB
Markdown

# Connecting Statement:
ମରିୟମ, ଯୋଷେଫ, ଓ ଯୀଶୁ ବେଥଲିହିମ ନଗର ପରିତ୍ୟାଗ କଲେ ଏବଂ ତାଙ୍କ ବାଲ୍ୟବସ୍ଥା ପାଇଁ ନାଜରିତ ନଗରକୁ ଫେରି ଆସିଲେ I
# that was according to the law of the Lord
ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା କରିବା ନିମନ୍ତେ ପ୍ରଭୁଙ୍କ ବ୍ୟବସ୍ଥା ସେମାନଙ୍କଠାରୁ ଆବଶ୍ୟକ କରୁଥିଲା” (ଦେଖ: [[rc://*/ta/man/translate/figs-activepassive]])
# their own town of Nazareth
ଏହି ପଦର ଅର୍ଥ ସେମାନେ ନାଜରିତରେ ବାସ କଲେ I ସୁନିଶ୍ଚିତ କର ଯେ ସେମାନେ ସେହି ନଗରର ମାଲିକ ଥିଲେ ପରି ଜଣା ନ ପଡ଼ିବ I ବିକଳ୍ପ ଅନୁବାଦ: “ନାଜରିତ ସହର, ଯେଉଁଠି ସେମାନେ ବାସ କରୁଥିଲେ” (ଦେଖ: [[rc://*/ta/man/translate/figs-explicit]] )