or_tn/luk/02/37.md

1.2 KiB

was a widow for eighty-four years

ସମ୍ଭାବ୍ୟ ଅର୍ଥଗୁଡିକ 1) ସେ 84 ବର୍ଷ ଧରି ବିଧବା ହୋଇ ରହିଛନ୍ତି କିମ୍ବା 2) ସେ ଜଣେ ବିଧବା ଥିଲେ ଏବଂ ବର୍ତ୍ତମାନ ସେ 84 ବର୍ଷ ବୟସ୍କା ଅଟନ୍ତି I (ଦେଖ: rc://*/ta/man/translate/translate-numbers )

never left the temple

ଏହା ହୁଏତ ଏକ ଅତିରଞ୍ଜିତ ଅର୍ଥ ହୋଇପାରେ ଯେ ସେ ମନ୍ଦିରରେ ଏତେ ଦୀର୍ଘ ବର୍ଷ କାଟିଥିଲେ ଓ ସତେ ଯେପରି ସେ ଏହା ଛାଡି ଅନ୍ୟତ୍ର ଯାଇ ନ ଥିଲେ I ବିକଳ୍ପ ଅନୁବାଦ: “ସର୍ବଦା ମନ୍ଦିରରେ ରହୁଥିଲେ” କିମ୍ବା “ଅନେକ ସମୟରେ ମନ୍ଦିରରେ ରହୁଥିଲେ” (ଦେଖ: rc://*/ta/man/translate/figs-hyperbole )

with fastings and prayers

ଅନେକ ଥର ଖାଦ୍ୟ ଗ୍ରହଣରୁ ପୃଥକ୍ ରହୁଥିଲେ ଏବଂ ଅନେକ ପ୍ରାର୍ଥନା ଉତ୍ସର୍ଗ କରୁଥିଲେ