or_tn/luk/02/34.md

1.4 KiB

said to Mary his mother

ଶିଶୁଙ୍କ ମାତା ମରିୟମଙ୍କୁ କହିଲେ I ଏହା ସୁନିଶ୍ଚିତ କର ଯେ, ମରିୟମ ଶିମୀୟୋନଙ୍କର ମାତା ଅଟନ୍ତି ବୋଲି ନ ଲାଗିବ I

Behold

ମରିୟମଙ୍କୁ କହିବା ନିମନ୍ତେ ଶିମୀୟୋନ ଏହି ଅଭିବ୍ୟକ୍ତିକୁ ବ୍ୟବହାର କରୁଛନ୍ତି ଯେ ସେ ଯାହା କହିବାକୁ ଯାଉଛନ୍ତି ତାହା ତାଙ୍କ ନିମନ୍ତେ ଅତି ମହତ୍ଵପୂର୍ଣ୍ଣ ଅଟେ I

this child is appointed for the downfall and rising up of many people in Israel

ଈଶ୍ୱରଙ୍କଠାରୁ ବିମୁଖ ହେବା ଏବଂ ଈଶ୍ୱରଙ୍କ ନିକଟତର ହେବା ବିଷୟକୁ “ପତନ” ଏବଂ “ଉତ୍ଥାନ” ଶବ୍ଦଗୁଡିକ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ଏହି ଶିଶୁ ଇସ୍ରାଏଲରେ ଅନେକଙ୍କୁ ଈଶ୍ୱରଙ୍କଠାରୁ ପତିତ ହେବା ନିମନ୍ତେ କିମ୍ବା ଈଶ୍ୱରଙ୍କର ନିକଟତର ହେବାରେ କାରଣସ୍ୱରୂପ ହେବ” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-activepassive]] )