or_tn/luk/02/30.md

940 B

my eyes have seen

ଏହି ଅଭିବ୍ୟକ୍ତିର ଅର୍ଥ, “ମୁଁ ବ୍ୟକ୍ତିଗତ ଭାବରେ ଦେଖିଛି” ବା “ମୁଁ, ସ୍ୱୟଂ ନିଜେ ଦେଖିଛି” (ଦେଖ: rc://*/ta/man/translate/figs-synecdoche )

your salvation

ଏହି ଅଭିବ୍ୟକ୍ତି ସେହି ବ୍ୟକ୍ତିଙ୍କୁ ସୂଚିତ କରେ, ଯିଏ ପରିତ୍ରାଣ ଆଣିବେ - ଶିଶୁ ଯୀଶୁ - ଯାହାଙ୍କୁ ଶିମୀୟୋନ ତୋଳି ଧରିଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେ ପ୍ରେରଣ କରିଥିବା ତ୍ରାଣକର୍ତ୍ତା” ବା “ପରିତ୍ରାଣ କରିବା ନିମନ୍ତେ ତୁମ୍ଭେ ଯାହାଙ୍କୁ ପ୍ରେରଣ କରିଅଛ” (ଦେଖ: rc://*/ta/man/translate/figs-metonymy )