or_tn/luk/02/26.md

637 B

It had been revealed to him by the Holy Spirit

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ତାଙ୍କୁ ଦର୍ଶାଇଥିଲେ” ବା “ପବିତ୍ରଆତ୍ମା ତାଙ୍କୁ କହିଥିଲେ” (ଦେଖ: rc://*/ta/man/translate/figs-activepassive )

he would not see death before he had seen the Lord's Christ

ମୃତ୍ୟୁବରଣ କରିବା ପୂର୍ବରୁ ସେ ପ୍ରଭୁଙ୍କ ମଶୀହଙ୍କୁ ଦେଖିବେ