or_tn/luk/02/25.md

2.6 KiB

Connecting Statement:

ଯେତେବେଳେ ମରିୟମ ଓ ଯୋଷେଫ ମନ୍ଦିରରେ ଥିଲେ, ସେମାନେ ଦୁଇଜଣ ବ୍ୟକ୍ତିଙ୍କୁ ଭେଟିଲେ: ଶିମୀୟୋନ, ଯିଏ ଈଶ୍ୱରଙ୍କ ପ୍ରଶଂସା କରି ଶିଶୁଙ୍କ ବିଷୟରେ ଏକ ଭାବବାଣୀ କରିଥିଲେ, ଓ ଅନ୍ୟଟି ହାନ୍ନା ଭାବବାଦିନୀ I

Behold

“ଦେଖ” ଶବ୍ଦଟି ଆମକୁ କାହାଣୀରେ ଏକ ନୂତନ ବ୍ୟକ୍ତିଙ୍କ ପ୍ରତି ସତର୍କ କରାଏ I ତୁମ ଭାଷାରେ ଏହା କରିବା ପାଇଁ କିଛି ଉପାୟ ରହିଥାଇ ପାରେ I (ଦେଖ: rc://*/ta/man/translate/writing-participants )

was righteous and devout

ଏହି ଭାବବାଚକ ପ୍ରତିଶବ୍ଦଗୁଡିକୁ କ୍ରିୟାଗୁଡିକରେ ପ୍ରକାଶ କରିହେବ I ବିକଳ୍ପ ଅନୁବାଦ: “ଯାହା ଉଚିତ ତାହା କଲେ ଓ ଈଶ୍ୱରଙ୍କୁ ଭୟ କଲେ” ବା “ଈଶ୍ୱରଙ୍କ ବ୍ୟବସ୍ଥାଗୁଡିକ ପାଳନ କଲେ ଓ ଈଶ୍ୱରଙ୍କୁ ଭୟ କଲେ ”

the consolation of Israel

“ଇସ୍ରାଏଲ” ଶବ୍ଦ ଇସ୍ରାଏଲ ଲୋକମାନଙ୍କ ପାଇଁ ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ଜଣକୁ “ ସାନ୍ୱନା ଦେବା” ଅର୍ଥ ସେମାନଙ୍କୁ ମାନସିକ ଓ ଦୈହିକ ଆରାମ ଦେବା ବା “ଆଶ୍ୱସ୍ତ କରିବା” ଅଟେ I “ଇସ୍ରାଏଲର ସାନ୍ୱନା” ଶବ୍ଦଗୁଡିକ ଖ୍ରୀଷ୍ଟ ବା ମଶୀହଙ୍କ ଲକ୍ଷଣସୂଚକ ଶବ୍ଦଗୁଡିକ ଅଟେ ଯିଏ ସାନ୍ୱନା ଦେବେ ବା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଆଶ୍ୱସ୍ତି ଆଣିବେ I ବିକଳ୍ପ ଅନୁବାଦ: ଯିଏ ଇସ୍ରାଏଲ ଲୋକମାନଙ୍କୁ ସାନ୍ୱନା ଦେବେ” (ଦେଖ: rc://*/ta/man/translate/figs-metonymy )

the Holy Spirit was upon him

ପବିତ୍ରଆତ୍ମା ତାଙ୍କ ସହିତ ଥିଲେ I ଈଶ୍ୱର ତାଙ୍କ ସହିତ ଥିଲେ ବିଶେଷ ପ୍ରକାରେ ଥିଲେ ଏବଂ ତାଙ୍କୁ ଜୀବନରେ ଜ୍ଞାନ ଓ ପରିଚାଳନା ଦେଲେ I