or_tn/luk/02/23.md

8 lines
1.0 KiB
Markdown

# As it is written
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋଶା ଯେପରି ଲେଖିଥିଲେ” ବା “ସେମାନେ ଏହା କଲେ, ଯେହେତୁ ମୋଶା ଲେଖିଥିଲେ” (ଦେଖ : [[rc://*/ta/man/translate/figs-activepassive]] )
# Every male who opens the womb
ଗର୍ଭକୁ ଉନ୍ମୁକ୍ତ କରିବା ଏଠାରେ ଏକ ଋଢ଼ି ଅଟେ, ଯାହା ପ୍ରଥମ ସନ୍ତାନ ଗର୍ଭ ମଧ୍ୟରୁ ଆସିବା ବିଷୟକୁ ସୂଚାଏ Iଏହା ଉଭୟ ପଶୁମାନଙ୍କୁ ଏବଂ ମନୁଷ୍ୟମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ପ୍ରଥମଜାତ ପୁରୁଷ ସନ୍ତାନ” ବା “ପ୍ରତ୍ୟେକ ପ୍ରଥମଜାତ ପୁତ୍ର” (ଦେଖ: [[rc://*/ta/man/translate/figs-idiom]] )