or_tn/luk/02/21.md

1.4 KiB

General Information:

ଯିହୂଦୀୟ ବିଶ୍ୱାସୀମାନଙ୍କୁ ଈଶ୍ୱର ଯେଉଁ ବ୍ୟବସ୍ଥା ଦେଇଥିଲେ ତାହା ସେମାନଙ୍କୁ କହେ ଯେ ଜଣେ ଶିଶୁକୁ କେତେବେଳେ ସୁନ୍ନତ କରାଯିବ ଏବଂ ଉତ୍ସର୍ଗ କରିବା ନିମନ୍ତେ କ’ଣ ଆଣିବାକୁ ହେବ I

when eight days had passed

ଏହି ନୂତନ ଘଟଣା ପୂର୍ବରୁ ବିତିଯାଉଥିବା ସମୟ ସମ୍ପର୍କରେ ଏହି ପଦ ଦର୍ଶାଏ I (ଦେଖ: rc://*/ta/man/translate/writing-newevent )

eight days had passed

ତାଙ୍କ ଜୀବନର ଅଷ୍ଟମ ଦିବସର ସମାପ୍ତି I ସେ ଜନ୍ମଗ୍ରହଣ କରିଥିବା ଦିବସକୁ ପ୍ରଥମ ଦିବସ ଭାବରେ ଗଣନା କରାଯାଇଥିଲା I

his name was called

ଯୋଷେଫ ଏବଂ ମରିୟମ ତାହାଙ୍କୁ ତାଙ୍କର ନାମ ଦେଲେ I

which he had been called by the angel

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଦୂତ ତାହାଙ୍କୁ ଯେଉଁ ନାମ ଦେଇଥିଲେ” I (ଦେଖ: rc://*/ta/man/translate/figs-activepassive )