or_tn/luk/02/20.md

8 lines
705 B
Markdown

# shepherds returned
ମେଷପାଳକମାନେ ମେଷଗୁଡିକ ନିକଟକୁ ଫେରିଗଲେ
# glorifying and praising God
ଏହା ସବୁ ଅତି ସାମଞ୍ଜସ୍ୟ ରଖେ ଏବଂ ଗୁରୁତ୍ଵ ଆରୋପ କରେ ଯେ ଈଶ୍ୱର ଯାହା କରିଛନ୍ତି ସେଥିପାଇଁ ସେମାନେ କେତେ ଉଲ୍ଲସିତ ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ମହାନତା ବିଷୟରେ କଥାବାର୍ତ୍ତା କରୁଥିଲେ ଓ ପ୍ରଶଂସା କରୁଥିଲେ” (ଦେଖ: [[rc://*/ta/man/translate/figs-doublet]] )