or_tn/luk/02/13.md

669 B

a great multitude from heavena multitude of the heavenly army

ଏହି ପଦଗୁଡିକୁ ଆକ୍ଷରିକ ଭାବେ ଦୂତବାହିନୀ ବୋଲି ଉଲ୍ଲେଖ କରାଯାଇ ପାରେ, କିମ୍ବା ଏକ ସଂଗଠିତ ଦୂତମାନଙ୍କ ଦଳ ନିମନ୍ତେ ଏହା ଏକ ରୂପକ ହୋଇପାରେ I ବିକଳ୍ପ ଅନୁବାଦ: “ସ୍ୱର୍ଗରୁ ଆଗତ ଦୂତମାନଙ୍କ ଏକ ବିରାଟ ଦଳ” (ଦେଖ: rc://*/ta/man/translate/figs-metaphor)

praising God

ଈଶ୍ୱରଙ୍କୁ ପ୍ରଶଂସା କରୁଛନ୍ତି