or_tn/luk/02/12.md

2.0 KiB

This will be the sign to you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭକୁ ଏହି ଚିହ୍ନ ଦେବେ” ବା “ତୁମେ ଈଶ୍ୱରଙ୍କଠାରୁ ଏହି ଚିହ୍ନ ଦେଖିବ” (ଦେଖ: rc://*/ta/man/translate/figs-activepassive )

the sign

ପ୍ରମାଣ I ଏହା ପ୍ରମାଣିତ କରିବା ନିମନ୍ତେ ଏକ ଚିହ୍ନ ହୋଇପାରେ ଯେ ଦୂତ ଯାହା କହୁଛନ୍ତି ତାହା ସତ୍ୟ ଅଟେ, କିମ୍ବା ଏହା ଶିଶୁଙ୍କୁ ଚିହ୍ନିବା ନିମନ୍ତେ ମେଷପାଳକମାନଙ୍କ ପାଇଁ ସହାୟକ ହେବା ପାଇଁ ଏକ ଚିହ୍ନ ହୋଇପାରେ I

wrapped in strips of cloth

ସେହି ସଂସ୍କୃତିରେ ମାଆମାନେ ଏହି ସ୍ୱାଭାବିକ ଢ଼ଙ୍ଗରେ ସେମାନଙ୍କ ଶିଶୁମାନଙ୍କୁ ସୁରକ୍ଷିତ ରଖୁଥିଲେ ଓ ଯତ୍ନ ନେଉଥିଲେ I ଦେଖ ତୁମେ କିପରି ଏହାକୁ [ଲୂକ 2:7](../02/07 ମଝି)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଏକ ଉଷୁମ କମ୍ବଳରେ ଦୃଢ଼ ରୂପେ ଗୁଡାଇଲେ” ବା “ ଏକ କମ୍ବଳରେ ଆରାମଦାୟକ ଭାବରେ ଗୁଡାଇଲେ”(ଦେଖ: rc://*/ta/man/translate/figs-explicit)

lying in a manger

ଏହା ଏକ ପ୍ରକାରର ବାକ୍ସ ବା ଛାଞ୍ଚ ଥିଲା ଯହିଁରେ ଲୋକମାନେ ପଶୁମାନଙ୍କ ନିମନ୍ତେ ପାଳ କିମ୍ବା ଅନ୍ୟ ଖାଦ୍ୟ ରଖୁଥିଲେ I ଦେଖ ତୁମେ କିପରି ଏହାକୁ [ଲୂକ 2:7](../02/07 ମଝି)ରେ ଅନୁବାଦ କରିଛ I