or_tn/luk/01/79.md

3.1 KiB

to shine

ଅନେକ ସମୟରେ ଆଲୋକ ସତ୍ୟର ଏକ ରୂପକ ଅଟେ I ଏ ସ୍ଥାନରେ, ପରିତ୍ରାଣକର୍ତ୍ତା ଆତ୍ମିକ ସତ୍ୟ ଯୋଗାଇବେ ବୋଲି କହିବା ଅର୍ଥ ସତେ ଯେପରି ଏହା ଏକ ସୂର୍ଯ୍ୟୋଦୟ ଅଟେ, ଯାହା ପୃଥିବୀକୁ ଆଲୋକିତ କରେ I (ପଦ 78) I (ଦେଖ: rc://*/ta/man/translate/figs-metaphor )

to shine

ଜଣକୁ ଜ୍ଞାନ ଦେବା ବା “ ଜଣକୁ ଆତ୍ମିକ ଆଲୋକ ପ୍ରଦାନ କରିବା”

those who sit in darkness

ଏହି ସ୍ଥାନରେ ଅନ୍ଧକାର ଆତ୍ମିକ ସତ୍ୟର ଅନୁପସ୍ଥିତିର ଏକ ରୂପକ ଅଟେ I ଏଠାରେ, ଆତ୍ମିକ ସତ୍ୟର ଅଭାବରେ ଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଅନ୍ଧକାରରେ ବସିଛନ୍ତି I ବିକଳ୍ପ ଅନୁବାଦ: “ସତ୍ୟ ଜାଣି ନ ଥିବା ଲୋକମାନେ” (ଦେଖ: rc://*/ta/man/translate/figs-metaphor)

in darkness and in the shadow of death

ଲୋକମାନଙ୍କୁ ଈଶ୍ୱର ଦୟା ପ୍ରଦର୍ଶନ କରିବା ପୂର୍ବରୁ ସେମାନଙ୍କ ଗଭୀର ଆତ୍ମିକ ଅନ୍ଧକାରକୁ ଗୁରୁତ୍ଵ ଆରୋପ କରିବା ନିମନ୍ତେ ଏହି ଦୁଇଟି ବାକ୍ୟାଂଶ ଏକତ୍ର ମିଶି କାର୍ଯ୍ୟ କରିଥାଏ I (ଦେଖ: rc://*/ta/man/translate/figs-doublet )

in the shadow of death

ଛାୟା ଅନେକ ସମୟରେ କିଛି ଗୋଟିଏ ବିଷୟ ଘଟିବାକୁ ଯାଉଥିବା ବିଷୟକୁ ସୂଚିତ କରେ I ଏହି ସ୍ଥାନରେ, ଏହା ମୃତ୍ୟୁର ସମ୍ମୁଖିନ ହେବା ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁବରଣ କରିବା ଅବସ୍ଥାରେ ଅଛନ୍ତି” (ଦେଖ: rc://*/ta/man/translate/figs-idiom)

to guide our feet into the path of peace

ଏହି ସ୍ଥାନରେ “ଅଗ୍ରଗାମୀ ହେବା” ଶିକ୍ଷାଦାନ ନିମନ୍ତେ ଏକ ରୂପକ ଓ “ଶାନ୍ତିର ପଥ” ଈଶ୍ୱରଙ୍କ ସହିତ ଶାନ୍ତିରେ ବାସ କରିବା ବିଷୟର ଏକ ରୂପକ ଅଟେ I “ଆମ୍ଭମାନଙ୍କର ପାଦ” ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: ଈଶ୍ୱରଙ୍କ ସହିତ ଶାନ୍ତିରେ କିପରି ବାସ କରିବାକୁ ହେବ ତାହା ଆମ୍ଭମାନଙ୍କୁ ଶିକ୍ଷା ଦିଅ”(ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-synecdoche]])