or_tn/luk/01/77.md

1.2 KiB

to give knowledge of salvation ... by the forgiveness of their sins

“ଜ୍ଞାନ ଦେବା” ବାକ୍ୟାଂଶ ଶିକ୍ଷାଦାନର ଏକ ରୂପକ ଅଟେ I ଗୁଣବାଚକ ବିଶେଷ୍ୟ “ପରିତ୍ରାଣ” ଏବଂ “ପାପକ୍ଷମା”କୁ “ଉଦ୍ଧାର କରିବା” ଓ “କ୍ଷମା ଦେବା” କ୍ରିୟାପଦଗୁଡିକ ଦ୍ୱାରା ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କର ପାପର କ୍ଷମା ମାଧ୍ୟମରେ ତାଙ୍କର ଲୋକମାନଙ୍କୁ ପରିତ୍ରାଣ ସମ୍ବନ୍ଧରେ ଶିକ୍ଷା ଦେବା” ବା “ଈଶ୍ୱର କିପରି ଲୋକମାନଙ୍କର ପାପର କ୍ଷମା କରିବା ଦ୍ୱାରା ସେମାନଙ୍କର ପରିତ୍ରାଣ କରନ୍ତି ତାହା ତାଙ୍କ ଲୋକମାନଙ୍କୁ ଶିକ୍ଷା ଦେବା” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-abstractnouns]])