or_tn/luk/01/76.md

2.6 KiB

And indeed, you

ଆପଣାର ପୁତ୍ରକୁ ସିଧାସଳଖ ଭାବରେ ସମ୍ବୋଧନ କରିବା ନିମନ୍ତେ ଜିଖରିୟ ଏହି ପଦକୁ ବ୍ୟବହାର କଲେ I ହୁଏତ ତୁମର ନିଜ ଭାଷାରେ ଏଭଳି ସମାନ ଧରଣର ସିଧାସଳଖ ବଚନ ରହିଥାଇପାରେ I

you, child, will be called a prophet

ଲୋକମାନେ ଦୃଦୟଙ୍ଗମ କରିବେ ଯେ ସେ ଜଣେ ଭାବବାଦୀ ଅଟନ୍ତି I ଏହାକୁ କ୍ରୀୟାଶୀଳ ପଦରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଲୋକେ ଜାଣିବେ ଯେ ତୁମେ ଜଣେ ଭାବବାଦୀ ଅଟ I” (ଦେଖ: rc://*/ta/man/translate/figs-activepassive )

of the Most High

ଏହି ଶବ୍ଦଗୁଡିକ ଈଶ୍ୱରଙ୍କ ନିମନ୍ତେ ଶବ୍ଦ-ବହୁଳ ଭାବରେ ବର୍ଣ୍ଣନା କରିବାର ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯିଏ ସର୍ବୋପରିସ୍ଥଙ୍କ ସେବା କରେ” ବା “ ଯିଏ ସର୍ବୋପରିସ୍ଥଙ୍କ ନିମନ୍ତେ କଥା କୁହେ” (ଦେଖ: rc://*/ta/man/translate/figs-euphemism )

you will go before the Lord

ପ୍ରଭୁ ଆସିବା ପୂର୍ବରୁ, ସେ ଯିବେ ଓ ଲୋକମାନଙ୍କ ନିକଟରେ ଘୋଷଣା କରିବେ ଯେ ପ୍ରଭୁ ସେମାନଙ୍କ ନିକଟକୁ ଆସିବେ I ଦେଖ ତୁମେ କିପରି ଏହାକୁ [ଲୂକ 1:17 ରେ ] (../01/17. ମଝି)ରେ ଅନୁବାଦ କରିଛ I

before the Lord

ଜଣକର ମୁଖ ଏକ ରୂପକ ହୋଇପାରିବ ଯାହା ସେହି ବ୍ୟକ୍ତିଙ୍କର ଉପସ୍ଥିତିକୁ ସୂଚାଏ I ଏହା ବେଳେବେଳେ ଅନୁବାଦରେ ଅନ୍ତର୍ଭୁକ୍ତ ହୋଇ ନ ଥାଏ I ବିକଳ୍ପ ଅନୁବାଦ: “ପ୍ରଭୁ” ଦେଖ ତୁମେ କିପରି ଏହାକୁ [ଲୂକ 1:17 ରେ ](../01/17. ମଝି)ରେ ଅନୁବାଦ କରିଛ I(ଦେଖ: rc://*/ta/man/translate/figs-idiom )

to prepare his paths

ଏହା ଏକ ରୂପକ ଅଟେ ଯାହାର ଅର୍ଥ ପ୍ରଭୁଙ୍କ ସମ୍ବାଦ ଶୁଣିବାକୁ ଓ ବିଶ୍ୱାସ କରିବାକୁ ଯୋହନ ଲୋକମାନଙ୍କୁ ପ୍ରସ୍ତୁତ କରିବେ I (ଦେଖ: rc://*/ta/man/translate/figs-metaphor )