or_tn/luk/01/75.md

1.0 KiB

in holiness and righteousness

ଗୁଣବାଚକ ବିଶେଷ୍ୟ “ପବିତ୍ରତା” ଓ “ଧାର୍ମିକତା”କୁ ହଟାଇବା ନିମନ୍ତେ ଏହାକୁ ପୂନର୍ବାର ଉଦ୍ଧୃତ କରାଯାଇପାରିବ I” ସମ୍ଭାବ୍ୟ ଅର୍ଥଗୁଡିକ 1) ଆମେ ପବିତ୍ର ଓ ଧାର୍ମିକ ଭାବରେ ଈଶ୍ୱରଙ୍କ ଉପାସନା କରିବୁ I ବିକଳ୍ପ ଅନୁବାଦ: “ଯାହା ପବିତ୍ର ଓ ଧାର୍ମିକ ତାହା କରିବା” ବା 2) ଆମେ ପବିତ୍ର ଓ ଧାର୍ମିକ ହେବୁ I ବିକଳ୍ପ ଅନୁବାଦ: ପବିତ୍ର ଓ ଧାର୍ମିକ ହେବା” (ଦେଖ: rc://*/ta/man/translate/figs-abstractnouns )

before him

ଏହା ଏକ ଋଢ଼ୋକ୍ତି, ଯାହାର ଅର୍ଥ “ତାଙ୍କ ଉପସ୍ଥିତିରେ” (ଦେଖ: rc://*/ta/man/translate/figs-idiom )