or_tn/luk/01/74.md

12 lines
1.3 KiB
Markdown

# that we, having been delivered out of the hand of our enemies, would serve him without fear
ଏହାକୁ ସକ୍ରିୟ ପଦରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଆମକୁ ରକ୍ଷା କରିବା ପରେ ଆମ୍ଭେମାନେ ଯେପରି ନିର୍ଭୟରେ ତାଙ୍କ ଉପାସନା କରିବୁ” (ଦେଖ: [[rc://*/ta/man/translate/figs-activepassive]])
# out of the hand of our enemies
ଏଠାରେ “ହସ୍ତ” ଜଣେ ବ୍ୟକ୍ତିର ନିୟନ୍ତ୍ରଣ ବା ଶକ୍ତିକୁ ବୁଝାଏ I ଏହାକୁ ସ୍ପଷ୍ଟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ଆମର ଶତୃମାନଙ୍କ ନିୟନ୍ତ୍ରଣଠାରୁ” (ଦେଖ: [[rc://*/ta/man/translate/figs-metonymy]])
# without fear
ଏହା ପୂନର୍ବାର ସେମାନଙ୍କ ଶତୃମାନଙ୍କ ଭୟକୁ ସୂଚାଏ I ବିକଳ୍ପ ଅନୁବାଦ: ଆମର ଶତୃମାନଙ୍କଠାରୁ ଭୟଭୀତ ନ ହୋଇ” (ଦେଖ: [[rc://*/ta/man/translate/figs-ellipsis]])