or_tn/luk/01/69.md

1.5 KiB

He has raised up a horn of salvation for us

ଏକ ପଶୁର ଶୃଙ୍ଗ ଆପଣାକୁ ପ୍ରତିରକ୍ଷା କରିବାକୁ ତାହାର ଶକ୍ତିର ପ୍ରତୀକ ଅଟେ I ଏଠାରେ ଉଠାଇବା ଅର୍ଥ ସ୍ଥିତିକୁ ଆଣିବା ବା କାର୍ଯ୍ୟକାରୀ କରିବା ଅଟେ I ମଶୀହଙ୍କ ସମ୍ପର୍କରେ କୁହାଯାଏ ଯେ ସତେ ଯେପରି ଇସ୍ରାଏଲକୁ ଉଦ୍ଧାର କରିବା ନିମନ୍ତେ ସେ ଶକ୍ତିସମ୍ପନ୍ନ ଏକ ଶୃଙ୍ଗ ଅଟନ୍ତି I ବିକଳ୍ପ ଅନୁବାଦ: “ସେ ଆମକୁ ଜଣକ ନିକଟକୁ ଆଣିଛନ୍ତି, ଯାହାଙ୍କ ନିକଟରେ ଉଦ୍ଧାର କରିବା ନିମନ୍ତେ ଶକ୍ତି ଅଛି” (ଦେଖ: rc://*/ta/man/translate/figs-metaphor )

in the house of his servant David

ଏଠାରେ ଦାଉଦଙ୍କ “ବଂଶ” ତାଙ୍କ ପରିବାରକୁ, ବିଶେଷତଃ, ତାଙ୍କର ବଂଶଧରକୁ ପ୍ରତିନିଧିତ୍ଵ କରେ I ବିକଳ୍ପ ଅନୁବାଦ: “ତାହାଙ୍କ ଦାସ ଦାଉଦଙ୍କ ପରିବାରରେ” ବା “ଯିଏ ତାହାଙ୍କ ଦାସ ଦାଉଦଙ୍କ ପରିବାରର ଏକ ବଂଶଧର ଅଟନ୍ତି” (ଦେଖ: rc://*/ta/man/translate/figs-metonymy )