or_tn/luk/01/68.md

721 B

the God of Israel

ଏଠାରେ ଇସ୍ରାଏଲ ଶବ୍ଦ ଇସ୍ରାଏଲ ଜାତିକୁ ବୁଝାଏ I ଈଶ୍ୱର ଓ ଇସ୍ରାଏଲ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସିଧାସଳଖ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଈଶ୍ୱର ଇସ୍ରାଏଲ ଉପରେ ରାଜତ୍ଵ କରନ୍ତି” କିମ୍ବା "" ଇସ୍ରାଏଲ ଯେଉଁ ଈଶ୍ୱରଙ୍କର ଉପାସନା କରେ” (ଦେଖ: rc://*/ta/man/translate/figs-explicit )

his people

ଈଶ୍ୱରଙ୍କ ଲୋକମାନେ