or_tn/luk/01/66.md

2.0 KiB

All those who heard these things

ଯେଉଁମାନେ ଏହି ସମସ୍ତ କଥା ଶୁଣିଲେ

stored them in their hearts

ଯାହା ସବୁ ଘଟିଲା ସେବିଷୟରେ ଚିନ୍ତା କରିବା ବିଷୟରେ କୁହାଯାଏ ଯେ ସେହି ଜିନିଷଗୁଡ଼ିକୁ ସେମାନଙ୍କ ହୃଦୟରେ ସୁରକ୍ଷିତ ଭାବରେ ସାଇତି ରଖିବା I ବିକଳ୍ପ ଅନୁବାଦ: “ଏହି ସମସ୍ତ ବିଷୟ ଯତ୍ନ ସହକାରେ ଚିନ୍ତା କଲେ” ବା “ ଏହି ଘଟଣାଗୁଡିକ ସମ୍ପର୍କରେ ଅଧିକ ଚିନ୍ତା କଲେ” (ଦେଖ: rc://*/ta/man/translate/figs-metaphor )

in their hearts, saying

ହୃଦୟଗୁଡିକ I ସେମାନେ ପଚାରିଲେ

What then will this child become?

ଏହି ଶିଶୁଟି ବୃଦ୍ଧି ପାଇ କି’ପ୍ରକାର ମହାନ୍ ବ୍ୟକ୍ତି ହେବ? ଏହା ମଧ୍ୟ ସମ୍ଭବ ଯେ ଏହି ପ୍ରଶ୍ନଟି ସେମାନେ ଶିଶୁଙ୍କ ବିଷୟରେ ଶୁଣିଥିବା କଥା ଦ୍ୱାରା ସେମାନଙ୍କ ଆଶ୍ଚର୍ଯ୍ୟ ହେବାର ଏକ ମନ୍ତବ୍ୟ ଅଟେ I ବିକଳ୍ପ ଅନୁବାଦ: “ ଏହି ଶିଶୁ କେଡେ ମହାନ ପୁରୁଷ ହେବ !” (ଦେଖ: rc://*/ta/man/translate/figs-rquestion )

the hand of the Lord was with him

ଏହି ପଦ “ପ୍ରଭୁଙ୍କ ହସ୍ତ” ପ୍ରଭୁଙ୍କ ଶକ୍ତିକୁ ଉଲ୍ଲେଖ କରେ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ଶକ୍ତି ତାଙ୍କ ସହିତ ଥିଲା” କିମ୍ବା “ ପ୍ରଭୁ ଶକ୍ତିଯୁକ୍ତ ଭାବରେ ତାଙ୍କ ମଧ୍ୟ ଦେଇ କାର୍ଯ୍ୟ କରୁଥିଲେ” (ଦେଖ:rc://*/ta/man/translate/figs-metonymy)