or_tn/luk/01/65.md

12 lines
2.3 KiB
Markdown

# Fear came on all who lived around them
ଜିଖରିୟ ଏବଂ ଏଲିଶାବେଥଙ୍କ ଚତୁଃପାର୍ଶ୍ୱରେ ବାସ କରୁଥିବା ଲୋକମାନେ ଭୀତ ହେଲେ I ଏହା ସ୍ପଷ୍ଟ ଉଲ୍ଲେଖ କରିବା ସହାୟକ ହେବ ଯେ ସେମାନେ କାହିଁକି ଭୟଭୀତ ହେଲେ I ବିକଳ୍ପ ଅନୁବାଦ: “ସେମାନଙ୍କ ଚତୁଃପାର୍ଶ୍ୱରେ ବାସ କରୁଥିବା ସମସ୍ତ ଲୋକ ଜିଖରିୟଙ୍କ ପ୍ରତି ଏହା କରିଥିବା ହେତୁ ଈଶ୍ୱରଙ୍କୁ ଭୟ କଲେ I” (ଦେଖ:[[rc://*/ta/man/translate/figs-explicit]])
# all those who heard these things
ଏଠାରେ ଥିବା “ସମସ୍ତ” ଶବ୍ଦ ସର୍ବସାଧାରଣ ଭାବରେ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ଯେଉଁମାନେ ସେମାନଙ୍କ ଚତୁଃପାର୍ଶ୍ୱରେ ବାସ କରୁଥିଲେ” ବା “ସେହି ଅଞ୍ଚଳରେ ବାସ କରୁଥିବା ଅନେକେ” (ଦେଖ:[[rc://*/ta/man/translate/figs-hyperbole]])
# all these matters were being talked about throughout all the hill country of Judea
ଏହି ପଦ “ଏହି ସମସ୍ତ କଥା ବ୍ୟାପିଗଲା” ସେମାନଙ୍କ ସମ୍ପର୍କରେ କୁହାକୁହି ହେଉଥିବା ଲୋକମାନଙ୍କ ନିମନ୍ତେ ଏକ ରୂପକ ଅଟେ I ଏହି ସୁପ୍ତ କ୍ରିୟାପଦ ଏହି ସ୍ଥାନରେ ସକ୍ରିୟ ପଦ ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସମଗ୍ର ଯିହୂଦାର ପାର୍ବତୀୟ ଅଞ୍ଚଳରେ ଲୋକମାନେ ଏହି ସମସ୍ତ କଥା କୁହାକୁହି ହେଲେ” ବା “ସମଗ୍ର ଯିହୂଦାର ପାର୍ବତୀୟ ଅଞ୍ଚଳରେ ଲୋକମାନେ ଏହି ସମସ୍ତ ବିଷୟରେ କଥାବାର୍ତ୍ତା କଲେ” (ଦେଖ:[[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-activepassive]])