or_tn/luk/01/63.md

805 B

His father asked for a writing tablet

ଏହା ଉଲ୍ଲେଖ କରିବା ସହାୟକ ହେବ ଯେ ଜିଖରିୟ କିପରି ଭାବରେ “ପଚାରିଲେ” କାରଣ ସେ କଥା କହି ପାରୁ ନ ଥିଲେ I ବିକଳ୍ପ ଅନୁବାଦ: ତାଙ୍କ ପିତା ଆପଣା ହସ୍ତ ହଲାଇ ଲୋକମାନଙ୍କୁ ଦେଖାଇଲେ ଯେ ସେମାନେ ତାଙ୍କୁ ଏକ ଲେଖନୀ ଫଳକ ଦିଅନ୍ତୁ” (ଦେଖ”rc://*/ta/man/translate/figs-explicit)

a writing tablet

ଯାହା ଉପରେ ସେ କିଛି ଲେଖିବା ନିମନ୍ତେ

they were astonished

ଅତିଶୟ ଆଶ୍ଚର୍ଯ୍ୟ ଓ ଆଚମ୍ବିତ ହେଲେ