or_tn/luk/01/59.md

1.8 KiB

Now it happened

ଏଠାରେ ଏହି ପଦ ବ୍ୟବହାର କରାଯାଇଛି ଯେପରି ମୁଖ୍ୟ କାହାଣୀ ଅଂଶକୁ ଚିହ୍ନିତ କରିବ I ଏହି ସ୍ଥାନରେ ଲୂକ କାହାଣୀର ନୂତନ ଅଂଶକୁ କହିବା ଆରମ୍ଭ କରନ୍ତି I (ଦେଖ: rc://*/ta/man/translate/writing-newevent)

on the eighth day

ଏଠାରେ “ଅଷ୍ଟମ ଦିନ” ଶିଶୁର ଜନ୍ମ ପରେ ଥିବା ସମୟକୁ ସୂଚିତ କରେ, ଯାହା ପ୍ରଥମ ଦିନରୁ ଗଣନା କରାହୁଏ, ଯେଉଁ ଦିନ ସେ ଜନ୍ମ ନେଲେ I ବିକଳ୍ପ ଅନୁବାଦ: “ଶିଶୁର ଜୀବନର ଅଷ୍ଟମ ଦିନରେ” (ଦେଖ: rc://*/ta/man/translate/translate-ordinal )

that they came to circumcise the child

ଅନେକ ସମୟରେ ଏହା ଏକ ଉତ୍ସବ ହୁଏ ଯେଉଁଠାରେ ଜଣେ ବ୍ୟକ୍ତି ଶିଶୁକୁ ସୁନ୍ନତ କରେ ଓ ବନ୍ଧୁମାନେ ଉତ୍ସବ ପାଳନ କରିବାକୁ ସେଠାରେ ପରିବାର ସହିତ ଉପସ୍ଥିତ ଥାଆନ୍ତି I ବିକଳ୍ପ ଅନୁବାଦ: “ସେମାନେ ଶିଶୁଟିର ସୁନ୍ନତ ଉତ୍ସବ ପାଳନ କରିବା ନିମନ୍ତେ ଆସିଲେ” (ଦେଖ: rc://*/ta/man/translate/figs-explicit)

They would have named him

ସେମାନେ ତାଙ୍କ ନାମକରଣ କରିବାକୁ ଯାଉଛନ୍ତି ବା “ସେମାନେ ତାଙ୍କୁ ଏକ ନାମ ଦେବା ନିମନ୍ତେ ଇଚ୍ଛା କଲେ”

after the name of his father

ତାଙ୍କ ପିତାଙ୍କର ନାମ