or_tn/luk/01/52.md

1.8 KiB

He has thrown down rulers from their thrones

ସିଂହାସନ ଏକ ଆସନ ଯାହା ଉପରେ ଜଣେ ଶାସକ ବସନ୍ତି, ଏବଂ ଏହା ତାଙ୍କ ଅଧିକାରର ଏକ ପ୍ରତୀକ ଅଟେ I ଯଦି ଜଣେ ରାଜକୁମାରକୁ ତାଙ୍କ ସିଂହାସନରୁ ପଦଚ୍ୟୁତ କରାଯାଏ, ତାହାର ଅର୍ଥ ରାଜତ୍ଵ କରିବା ନିମନ୍ତେ ତାଙ୍କର ଆଉ କ୍ଷମତା ନାହିଁ I ବିକଳ୍ପ ଅନୁବାଦ: “ସେ ରାଜପୁତ୍ରମାନଙ୍କର ଅଧିକାର ଛଡାଇ ନେଇଛନ୍ତି” ବା “ସେ ଶାସକମାନଙ୍କ ଶାସନ କରିବା ବନ୍ଦ କରିଦେଇଛନ୍ତି” (ଦେଖ: rc://*/ta/man/translate/figs-synecdoche)

he has raised up those of low condition

ଏହି ଶବ୍ଦ ଚିତ୍ରରେ, ଅଳ୍ପ ମହତ୍ଵପୂର୍ଣ୍ଣ ବ୍ୟକ୍ତିମାନଙ୍କଠାରୁ ମହତ୍ଵପୂର୍ଣ୍ଣ ବ୍ୟକ୍ତିମାନେ ଉଚ୍ଚତର ଅଟନ୍ତି I ବିକଳ୍ପ ଅନୁବାଦ: “ସେ ନମ୍ର ଲୋକମାନଙ୍କୁ ମହତ୍ଵପୂର୍ଣ୍ଣ କରିଛନ୍ତି” କିମ୍ବା “ଯେଉଁ ଲୋକମାନଙ୍କୁ ଅନ୍ୟମାନେ ଆଦର କରିନାହାନ୍ତି, ସେମାନଙ୍କୁ ସେ ସମ୍ମାନ ଓ ଗୌରବ ଦେଇଅଛନ୍ତି” (ଦେଖ: rc://*/ta/man/translate/figs-metaphor)

those of low condition

ଦୀନତାରେ ଥିବା ବେଳେ I ଦେଖ କିପରି ତୁମେ ଏହାକୁ [ଲୂକ 1:48] (../01/48. ମଝି)ରେ ଅନୁବାଦ କଲ I