or_tn/luk/01/47.md

12 lines
994 B
Markdown

# my spirit has rejoiced
ଉଭୟ “ପ୍ରାଣ” ଏବଂ “ଆତ୍ମା” ଜଣେ ବ୍ୟକ୍ତିର ଆତ୍ମିକ ଅଂଶକୁ ଉଲ୍ଲେଖ କରେ I ମରିୟମ କହନ୍ତି ଯେ ତାଙ୍କ ଅନ୍ତରର ଗଭୀର ସ୍ଥାନରୁ ତାଙ୍କର ଆରାଧନା ଆସେ I ବିକଳ୍ପ ଅନୁବାଦ: “ମୋର ହୃଦୟ ଆନନ୍ଦ କରିଛି” ବା “ମୁଁ ଆନନ୍ଦ କରେ” (ଦେଖ: [[rc://*/ta/man/translate/figs-synecdoche]])
# has rejoiced in
ସେ ସମ୍ପର୍କରେ ଅତିଶୟ ଆନନ୍ଦ ଅନୁଭବ କଲେ ବା “ସେ ସମ୍ପର୍କରେ ଅତିଶୟ ଖୁସି ହେଲେ”
# God my Savior
ଈଶ୍ୱର ହିଁ ସେହି ବ୍ୟକ୍ତି ଯିଏ ମୋତେ ଉଦ୍ଧାର କରନ୍ତି ବା “ ଈଶ୍ୱର, ଯିଏ ମୋତେ ଉଦ୍ଧାର କରନ୍ତି”