or_tn/luk/01/46.md

801 B

General Information:

ମରିୟମ ଆପଣା ତ୍ରାଣକର୍ତ୍ତା ସଦାପ୍ରଭୁଙ୍କ ପ୍ରତି ଏକ ପ୍ରଶଂସାର ଗୀତ ଗାଇବା ଆରମ୍ଭ କରନ୍ତି I

My soul magnifies

“ପ୍ରାଣ” ଶବ୍ଦଟି ଜଣେ ବ୍ୟକ୍ତିର ଆତ୍ମିକ ଅଂଶକୁ ଉଲ୍ଲେଖ କରେ I ମରିୟମ କହନ୍ତି ଯେ ତାଙ୍କ ଅନ୍ତରର ଗଭୀର ସ୍ଥାନରୁ ତାଙ୍କର ଆରାଧନା ଆସେ I ବିକଳ୍ପ ଅନୁବାଦ: “ମୋର ଅନ୍ତରର ବ୍ୟକ୍ତି ପ୍ରଶଂସା କରେ” ବା “ମୁଁ ପ୍ରଶଂସା କରେ” (ଦେଖ: rc://*/ta/man/translate/figs-synecdoche)