or_tn/luk/01/44.md

987 B

For see

ଏହି ବାକ୍ୟାଂଶ ମରିୟମଙ୍କୁ ଏହାପରେ ଏଲିଶାବେଥ ଦେଇଥିବା ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ପ୍ରତି ଧ୍ୟାନ ଦେବା ପାଇଁ ସତର୍କ କରିଦିଏ I

as soon as the sound of your greeting reached to my ears

ଗୋଟିଏ ଶବ୍ଦ ଶୁଣିବା ବିଷୟରେ କୁହାଯାଏ ଯେ ସତେ ଯେପରି ଶବ୍ଦଟି କର୍ଣ୍ଣକୁ ଆସିଲା I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭର ସମ୍ବୋଧାନର ଶବ୍ଦ ଶୁଣିଲି” (ଦେଖ: rc://*/ta/man/translate/figs-metonymy)

leaped for joy

ହଠାତ୍ ଆନନ୍ଦରେ ବିଗଳିତ ହେଲେ ବା “ସେ ଏତେ ବେଶୀ ଖୁସି ଥିଲେ ଯେ ସେ ଅତି ଜୋର୍ ରେ ଉଦବେଳିତ ହେଲେ