or_tn/luk/01/43.md

1.2 KiB

And how has it happened to me that the mother of my Lord should come to me?

ଏଲିଶାବେଥ ତଥ୍ୟ ମାଗୁ ନ ଥିଲେ I ସେ ପ୍ରଦର୍ଶନ କରୁଥିଲେ ଯେ ତାଙ୍କ ନିକଟକୁ ପ୍ରଭୁଙ୍କର ମାତା ଆସିଥିବାରୁ ସେ କେତେ ଆଶ୍ଚର୍ଯ୍ୟାନ୍ୱିତ ଓ ଆନନ୍ଦିତ ଅଟନ୍ତି I ବିକଳ୍ପ ଅନୁବାଦ: “ମୋର ପ୍ରଭୁଙ୍କ ମାତା ମୋ’ ନିକଟକୁ ଆସିବା କେଡେ ଆଶ୍ଚର୍ଯ୍ୟଜନକ ବିଷୟ ଅଟେ !” (ଦେଖ: rc://*/ta/man/translate/figs-rquestion)

the mother of my Lord

ଏଲିଶାବେଥ ମରିୟମଙ୍କୁ କହୁଥିବା “ମୋର ପ୍ରଭୁଙ୍କର ମାତା” ବୋଲି ସମ୍ବୋଧନ ସହିତ “ତୁମ୍ଭେ” ଶବ୍ଦ ଯୋଗ କରିବା ଦ୍ୱାରା ଏହା ସ୍ପଷ୍ଟ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋର ପ୍ରଭୁଙ୍କର ମାତା” (ଦେଖ: rc://*/ta/man/translate/figs-123person)