or_tn/luk/01/42.md

1.6 KiB

She exclaimed in a loud voice and said

ଏହି ଦୁଇଟି ପଦଗୁଡିକର ଅର୍ଥ ସମାନ ଅଟେ ଏବଂ ଏହା ଏଲିଶାବେଥ କେତେ ଯେ ଉଲ୍ଲସିତ ହୋଇଛନ୍ତି ତାହାକୁ ଗୁରୁତ୍ଵ ଦେବା ନିମନ୍ତେ ବ୍ୟବହୃତ ହୋଇଛି I ସେଗୁଡିକୁ ଗୋଟିଏ ପଦରେ ସଂଯୋଗ କରାଯାଇପାରେ I ବିକଳ୍ପ ଅନୁବାଦ: “ବିସ୍ମୟ ହେବା ହେତୁ ଉଚ୍ଚ ସ୍ୱରରେ ଚିତ୍କାର କଲେ” (ଦେଖ : rc://*/ta/man/translate/figs-doublet)

She exclaimed in a loud voice

ଏହି ରୁଢିର ଅର୍ଥ “ସେ ଆପଣା ରବର ସ୍ୱର ବଢାଇଲେ” (ଦେଖ : rc://*/ta/man/translate/figs-idiom)

Blessed are you among women

ଏହି ରୁଢି “ନାରୀମାନଙ୍କ ମଧ୍ୟରେ” ଅର୍ଥ “ଅନ୍ୟ ଯେ କୌଣସି ନାରୀଙ୍କଠାରୁ ଅଧିକ” (ଦେଖ : rc://*/ta/man/translate/figs-idiom)

the fruit of your womb

ମରିୟମଙ୍କ ଶିଶୁଙ୍କ ବିଷୟରେ କୁହାଯାଏ, ସତେ ଯେପରି ଏ ସେହି ଫଳ ଯାହା ଏକ ବୃକ୍ଷ ଉତ୍ପନ୍ନ କରେ I ବିକଳ୍ପ ଅନୁବାଦ : “ତୁମ ଗର୍ଭରେ ଥିବା ସନ୍ତାନ” ବା “ତୁମେ ଯେଉଁ ଶିଶୁ ଜାତ କରିବ” (ଦେଖ : rc://*/ta/man/translate/figs-metaphor )